18.1 C
Bhubaneswar
Friday, February 13, 2026
Homeଓଡିଶାଫୁଲ ଗଛରେ କରେଣ୍ଟ: ପଡୋଶୀ ମୃତ

ଫୁଲ ଗଛରେ କରେଣ୍ଟ: ପଡୋଶୀ ମୃତ

ବାଲେଶ୍ୱର: ସାମାନ୍ୟ ଫୁଲ ପାଇଁ ଗଲା ଜୀବନ । ଘର ମାଲିକଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି ନୀଳଗିରି ଅଞ୍ଚଳରେ । ଫୁଲଗଛରେ ଲଗାଇଦେଲେ କରେଣ୍ଟ । ଫୁଲ ତୋଳିବାକୁ ଆସିଥିବା ସମୟରେ ଗଲା ପଡୋଶୀଙ୍କ ଜୀବନ । ନୀଳଗିରି ଏନଏସି ୫ ନମ୍ବର ୱାର୍ଡ ସାନଅତା ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ମୃତକ ଯୁବକ ହେଲେ ତାପସ ଦାସ ।  ଏନେଇ ମୃତକଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking