36.1 C
Bhubaneswar
Tuesday, May 19, 2026
Homeଓଡିଶାସଡକ ଦୁର୍ଘଟଣାରେ ଚାଲିଗଲା ଓଏସଆରଟିସି ଜିଲ୍ଲା ପରିଚାଳକଙ୍କ ଜୀବନ

ସଡକ ଦୁର୍ଘଟଣାରେ ଚାଲିଗଲା ଓଏସଆରଟିସି ଜିଲ୍ଲା ପରିଚାଳକଙ୍କ ଜୀବନ

ସୁନ୍ଦରଗଡ: ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଓଡିଶା ରାଜ୍ୟ ସଡକ ପରିବହନ ସୁନ୍ଦରଗଡ ସଦର ଥାନା ଫଗୁଆପଡା ନିକଟରେ  ରାସ୍ତା ପାରି ହେଉଥିବା ବେଳେ ରାଉରକେଲା ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରେଲର ପିଟି ଦେବା ଫଳରେ  ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ସେ ଗାଡି ଯାଞ୍ଚ କରିବା ପାଇଁ ଯାଇଥିବା ବେଳେ  ଆର ପଟକୁ  ପାରି ହେଉଥିଲେ। ସଡକ ମରାମତି କାର୍ଯ୍ୟ  ଯୋଗୁଁ  ୧୦ ନମ୍ବର ରାଜପଥର ବାମ ପଟ ରାସ୍ତାକୁ ବନ୍ଦ କରି ଡାହାଣ ପଟ ରାସ୍ତାରେ ସମସ୍ତ ଗାଡି ଯିବା ଆସିବା କରୁଛି। ସେ ରାଉରକେଲାରୁ ସୁନ୍ଦରଗଡ  ପଟକୁ ଆସୁଥିବା ରାସ୍ତାରେ ଓହ୍ଲାଇ ଆର ପଟକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking