19.1 C
Bhubaneswar
Saturday, February 7, 2026
Homeଓଡିଶାଚକ୍ଷୁ ପରୀକ୍ଷା କଲେ ନବୀନ ପଟ୍ଟନାୟକ

ଚକ୍ଷୁ ପରୀକ୍ଷା କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଏଲଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନକୁ ଆସି ନିଜର ଆଖି ପରୀକ୍ଷା କରିଛନ୍ତି, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆଜି ସକାଳେ ସେ ଏଠାକୁ ଆସି ନିଜର ଆଖି ପରୀକ୍ଷା କରିଛନ୍ତି । ପୂର୍ବରୁ ଗତ ଜୁନ ମାସରେ  ନବୀନଙ୍କ ସର୍ଜିକାଲ ଆଟ୍ରାଇଟ୍ସ  ଅସ୍ତ୍ରୋପଚାର ହୋଇଥିଲା ।  ମୁମ୍ବାଇର ଏହି  ଅପରେସନରେ  ସୁସ୍ଥ ହୋଇ ଫେରିଥିଲେ ନବୀନ । ଆଜି ପୁଣି ଦୃଷ୍ଟି ସମସ୍ୟା ଦେଖାଦେଇଥିବାରୁ ଆଖି ଚେକଅପ ପାଇଁ  ସେ ଏଲଭି ପ୍ରସାଦ ହସ୍ପିଟାଲକୁ ଆସିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking