ଭୁବନେଶ୍ୱର: ବସ ଧର୍ମଘଟ ଚେତାବନୀ ଦେଲା ଘରୋଇ ବସ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ । ଡିସେମ୍ବର ୧ରୁ ପୋଲିସକୁ ଗାଡି ଯାଞ୍ଚ ଅଧିକାର ମିଳିଲେ ଧର୍ମଘଟ କରିବୁ । ଯେବେଠୁ ସରକାର ଯାଞ୍ଚ ଅଧିକାର ଦେବେ ସେବେଠୁ ଆନ୍ଦୋଳନ କହିଲେ । ପୋଲିସକୁ ମୋଟର ଯାନ ଯାଞ୍ଚ ଅଧିକାର ଦେଇଛନ୍ତି ରାଜ୍ୟ ସରକାର । ଯଦିଓ ବିଧିବଦ୍ଧ ଭାବେ ନୋଟିସ ଜାରି ହୋଇନି କିନ୍ତୁ ଚେତାବନୀ ଦିଆଯାଇଛି ।










