19.1 C
Bhubaneswar
Friday, February 6, 2026
Homeଓଡିଶାଆସନ୍ତା ୨୩ ତାରିଖ ଦିନ ଅଦିନିଆ ରଥଯାତ୍ରା

ଆସନ୍ତା ୨୩ ତାରିଖ ଦିନ ଅଦିନିଆ ରଥଯାତ୍ରା

ଭୁବନେଶ୍ୱର: ପୁଣି ଇସ୍କନର ମନମାନି । ଆସନ୍ତା ୨୩ ତାରିଖ ରବିବାର ଦିନ ଆୟୋଜିତ ହେବାକୁ ଯାଉଛି ଅଦିନିଆ ରଥଯାତ୍ରା । ତାଇୱାନର ଜିମେଣ୍ଡିଙ୍ଗ ଏମଆରଟି ଏକ୍ସିଟ ୬ରେ ଆୟୋଜିତ ହେବାକୁ ଯାଉଛି ଅଦିନିଆ ରଥଯାତ୍ରା । ଏନେଇ ଇସ୍କନ ଅନୁଗାମୀ ଏବଂ ଜଗନ୍ନାଥ ପ୍ରେମୀଙ୍କୁ ଅନଲାଇନ ମାଧ୍ୟମରେ ସୂଚନା ଦିଆଯାଇଛି । ଏହି ଅବସରରେ ସାଂସ୍କୃତିକ, କୀର୍ତ୍ତନ, ଯୋଗ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହେବ । ତେବେ ଏହି ଘଟଣାକୁ ନେଇ ପୁରୀରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking