21.1 C
Bhubaneswar
Sunday, December 7, 2025
Homeଓଡିଶାପୁରୀରେ ନାବାଳକକୁ ହତ୍ୟା

ପୁରୀରେ ନାବାଳକକୁ ହତ୍ୟା

ପୁରୀ: ପୁରୀରେ ନାବାଳକକୁ ହତ୍ୟା । ଏଭଳି ଅଭାବନୀୟ ଘଟଣା  ପୁରୀ ଜିଲ୍ଲାରେ ଘଟିଛି । ଶ୍ରୀସେତୁ  ନିକଟ ଜଳଭଣ୍ଡାରରୁ ନାବାଳକର କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ପରିବାର ଲୋକେ ଜାଣିବା ପରେ   ହତ୍ୟା ଅଭିଯୋଗ ଆଣିଛନ୍ତି । କେହି ମାରି ଫିଙ୍ଗିଦେଇଥିବା ଅନୁମାନ କରିଛନ୍ତି ପରିବାର ଲୋକେ । ମୃତ ନାବାଳକ  ଟାଉନ ଥାନା ଅଞ୍ଚଳର, ମଙ୍ଗଳବାରଠୁ ନିଖୋଜ ଥିଲେ । ପୁଅ ନିଖୋଜ ନେଇ ଟାଉନ ଥାନାରେ ହୋଇଥିଲା ଅଭିଯୋଗ । ତେବେ ନିଖୋଜ ନାବାଳକ ପୁଅକୁ  କିଏ ଓ  କାହିଁକି ମାରିଲା  ଏନେଇ  ପୋଲିସ ତଦନ୍ତ କରୁଛି । ପରିବାର ଲୋକେ ଦୁଃଖରେ  ଭାଙ୍ଗିପଡିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking