25.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶ୫ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବୋମା ଧମକ

୫ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବୋମା ଧମକ

ନୂଆଦିଲ୍ଲୀ: ଦିଲ୍ଲୀ ବୋମା ବିସ୍ଫୋରଣର ତଦନ୍ତ ଜାରି ରହିଛି। ଏହି ସମୟରେ, ବୁଧବାର ଅପରାହ୍ନ ୩:୩୦ ସମୟରେ ଇଣ୍ଡିଗୋ ଏୟାରଲାଇନ୍ସ ପାଞ୍ଚଟି ଅନ୍ତର୍ଜାତୀୟ ବିମାନବନ୍ଦରକୁ ବୋମା ଧମକ ମିଳିଛି। ଏହି ଧମକରେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ତ୍ରିଭେନ୍ଦ୍ରମ ଏବଂ ହାଇଦ୍ରାବାଦକୁ ବୋମା ଧମକ ମିଳିଛି। ଏହି ଧମକ ପରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। ଏହି ଇମେଲ୍ କିଏ ପଠାଇଛି ଏବଂ କେଉଁଠାରୁ ଆସିଛି ତାହା ସ୍ପଷ୍ଟ ହୋଇନାହିଁ। ତେବେ ପୋଲିସ ବୋମା ଧମକ କିଏ ପଠାଇଛି ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking