27.1 C
Bhubaneswar
Sunday, March 22, 2026
Homeଓଡିଶାବରଗଡ ଧନୁଯାତ୍ରା: ୧୭ରେ କଂସ ଚୟନ

ବରଗଡ ଧନୁଯାତ୍ରା: ୧୭ରେ କଂସ ଚୟନ

ବରଗଡ: ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ  ୧୫ ତାରିଖରୁ  କଳାକାର ଚୟନ ପ୍ରକ୍ରିୟା । ୧୫ରୁ ୧୭ ତାରିଖ ଯାଏଁ ଚାଲିବ  କଳାକାର ଚୟନ ପ୍ରକ୍ରିୟା । କଳାକାର ଚୟନ ନେଇ ଧନୁଯାତ୍ରା କମିଟି ପକ୍ଷରୁ ଘୋଷଣା କରାଯାଇଛି । ୧୫ ଓ ୧୬ ତାରିଖରେ ବିଭିନ୍ନ ଚରିତ୍ର ପାଇଁ ଚୟନ ପ୍ରକ୍ରିୟା  କରାଯିବ । ୧୭ ତାରିଖରେ  କଂସ  ଚରିତ୍ର  ପାଇଁ  ଚୟନ ପ୍ରକ୍ରିୟା  ଆରମ୍ଭ ହୋଇଛି । ଡିସେମ୍ବର ୨୪ରୁ  ବିଶ୍ୱ ପ୍ରସିଦ୍ଧ ବରଗଡ  ଧନୁଯାତ୍ରା ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking