18.1 C
Bhubaneswar
Thursday, February 5, 2026
Homeଓଡିଶାନୂଆପଡା ଉପନିର୍ବାଚନ: ସୁନାବେଡାରୁ ଫେରିଲେ ପୋଲିଂ ଟିମ୍‌

ନୂଆପଡା ଉପନିର୍ବାଚନ: ସୁନାବେଡାରୁ ଫେରିଲେ ପୋଲିଂ ଟିମ୍‌

ନୂଆପଡା: ନୂଆପଡାର ଅଭୟାରଣ୍ୟ ଗାଁ ସୁନାବେଡାରୁ ଫେରିଲେ ପୋଲିଂ ଟିମ୍। ଭୋଟିଂ ଶେଷ କରିବା ପରେ ବାୟୁସେନା ହେଲିକପ୍ଟରରେ ଫେରିଛନ୍ତି । ୮ଟି ସମ୍ବେଦନଶୀଳ ବୁଥ୍‌ରେ ମତଦାନ ଶେଷ ପରେ ଫେରିଲେ। ଭୋଟ ସ୍କ୍ ସହ ଗୋତମା ଏୟାରଷ୍ଟ୍ରିପ୍‌ରେ ପହଞ୍ଚିଲେ। ନୂଆପଡା ବିଧାନସଭା ଉପ ନିର୍ବାଚନରେ ସନ୍ଧ୍ୟା ୫ଟା ସୁଦ୍ଧା ୭୨.୩୧% ମତଦାନ ହୋଇଛି l ଏହି ନିର୍ବାଚନରେ ଶାସକ ବିଜେପି, ବିଜେଡି, କଂଗ୍ରେସ ସମେତ ମୋଟ ୧୧ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଆଜି ମତଦାନ କରି ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିସାରିଛନ୍ତି ଜନତା। ଆସନ୍ତା ଶୁକ୍ରବାର (ନଭେମ୍ବର ୧୪ ତାରିଖ) ଫଳାଫଳ ପ୍ରକାଶ ପାଇବା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking