21.1 C
Bhubaneswar
Friday, February 6, 2026
Homeଓଡିଶାନୂଆପଡା ଉପନିର୍ବାଚନ: ୧୧ଟା ସୁଦ୍ଧା ୩୨.୫୧% ଭୋଟିଂ

ନୂଆପଡା ଉପନିର୍ବାଚନ: ୧୧ଟା ସୁଦ୍ଧା ୩୨.୫୧% ଭୋଟିଂ

ନୂଆପଡା: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ସୁରୁଖୁରୁରେ ଚାଲିଛି ଭୋଟିଂ। ଦିନ ୧୧ଟା ସୁଦ୍ଧା ନୂଆପଡାରେ ୩୨.୫୧% ଭୋଟିଂ ସରିଛି। ପୂର୍ବରୁ ୯ଟା ସୁଦ୍ଧା ୧୪.୯୯% ମତଦାନ କରିଥିଲେ। ବଡ଼ ବଡ଼ ଟାଣୁଆ ନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକମାନେ ଆସି ମତଦାନ କରୁଛନ୍ତି। ଭୋଟ୍ ଦେଇଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ। ଏହି ନିର୍ବାଚନ ପାଇଁ ବିଜେପିରୁ ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆ ମଧ୍ୟ ଭୋଟ୍‌ ଦେଇଛନ୍ତି। ଓଡ଼ିଶା ସମେତ ଜମ୍ମୁ କଶ୍ମୀର, ଝାଡ଼ଖଣ୍ଡ, ମିଜୋରାମ, ପଞ୍ଜାବ, ତେଲେଙ୍ଗାନା ଏବଂ ରାଜସ୍ଥାନରେ ବିଧାନସଭା ଉପନିର୍ବାଚନ ପାଇଁ ଆଜି ମତଦାନ ଚାଲିଛି। ବିହାର ନିର୍ବାଚନ ସହିତ ନଭେମ୍ବର ୧୪ ତାରିଖରେ ଫଳାଫଳ ଘୋଷଣା କରାଯିବ।

ନୂଆପଡା ଉପନିର୍ବାଚନ: ୯ଟା ସୁଦ୍ଧା ୧୪.୯୯% ଭୋଟିଂ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking