34.1 C
Bhubaneswar
Tuesday, March 24, 2026
Homeଓଡିଶାଜମୁଛି କଟକ ଐତିହାସିକ ବାଲିଯାତ୍ରା

ଜମୁଛି କଟକ ଐତିହାସିକ ବାଲିଯାତ୍ରା

କଟକ: କଟକ ଐତିହାସିକ ବାଲିଯାତ୍ରାର ଆଜି ହେଉଛି ଷଷ୍ଠ ଦିନ। କିଣାବିକା ସହ ଚଟପଟି ଖାଦ୍ୟର ମଜା ଲୁଟିବାକୁ ପରିବାର ସହ ଛୁଟି ଆସୁଛନ୍ତି ଲୋକେ । ଗତକାଲି ରବିବାର ଥିବାରୁ ଆମିଷ ଷ୍ଟଲ ସମେତ ବିଭିନ୍ନ ଖାଦ୍ୟ ସାମଗ୍ରୀ ଦୋକାନରେ ଭିଡ଼ି ଜମିଥିବା ଦେଖିବାକୁ ମିଳିଥିଲା। ଚଳିତବର୍ଷ ଯାତ୍ରାର ଆକର୍ଷଣ ସାଜିଛି ଓରମାସର କାଶ୍ମୀର ସଲ୍। କାଶ୍ମୀର ଶ୍ରୀନଗର ଅଞ୍ଚଳରୁ ଏହି ଶାଲ୍ ଆଣିଛନ୍ତି ବ୍ୟବସାୟୀ । ଦେଢ଼ଲକ୍ଷ ଟଙ୍କା ଯାଏଁ ଏଠାରେ ସାଲ ଉପଲବ୍ଧ ହେଉଛି ।କଶ୍ମୀନ ଉଲରେ ବୁଣା ଯାଇଥିବା ଏହି ସାଲର ଚାହିଦା ଅଧିକ ଥିବା କହିଛନ୍ତି ବ୍ୟବସାୟୀ। ଚଳିତବର୍ଷ ତଳ ପଡ଼ିଆରେ ଖଚାଖଚ ଭିଡ଼ ଜମୁଥିବାବେଳେ ଉପର ପଡ଼ିଆ ଖାଁ ଖାଁ ପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking