ନୂଆପଡା: ଆଜି ଶେଷ ହେଲା ନୂଆପଡା ଉପନିର୍ବାଚନ ପାଇଁ ପ୍ରଚାର । ଏପଟେ ଆଜି ଗୋଟିଏ ଦିନରେ ଦୁଇ ଜଣଙ୍କ ଘରେ ଆୟକର ବିଭାଗର ରେଡ୍ । ନୂଆପଡା ଖରିଆର ରୋଡ୍ରେ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ରେଡ୍ । ବିଶିଷ୍ଟ ବ୍ୟବସାୟୀ ଅଙ୍କିତ ସିଂହାଣିଆଙ୍କ ଘରେ ଆୟକର ବିଭାଗର ରେଡ୍ । ବେଶ୍ କିଛି ଦିନ ହେଲା କଂଗ୍ରେସ ଲିଙ୍କରେ ଥିବା ସୂଚନା ମିଳିଛି । ଏହା ପୂର୍ବରୁ ବିଜେଡି ନେତା ମନୋଜ ମିଶ୍ରଙ୍କ କୋମନା ବାସଭଭନରେ ଆୟକର ବିଭାଗ ଚଢାଉ କରିଛି । କୋମନା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଥିଲେ ମନୋଜ । ଏବେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଅଛନ୍ତି ।










