21.1 C
Bhubaneswar
Sunday, December 7, 2025
Homeଓଡିଶାନୂଆପଡାରେ ହେବ ମେଡିକାଲ କଲେଜ୍‌: ମନମୋହନ

ନୂଆପଡାରେ ହେବ ମେଡିକାଲ କଲେଜ୍‌: ମନମୋହନ

ନୂଆପଡା: ନୂଆପଡା ଉପନିର୍ବାଚନ ପ୍ରଚାର ସରିବା ପୂର୍ବରୁ ବିଜେପି ସଭାପତିଙ୍କ ବଡ ସୂଚନା । ପ୍ରେସ୍‌ମିଟ୍‌ରେ ପ୍ରତିଶ୍ରୁତି ରଖିଲେ ବିଜେପି ସଭାପତି ମନମୋହନ ସାମଲ । ବିଜେପି ସଭାପତି ମନମୋହନ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ନୂଆପଡାରେ ମେଡିକାଲ କଲେଜ କରିବାକୁ ଦଳ ନିଷ୍ପତ୍ତି ନେଇଛି । ନୂଆପଡାକୁ ଏକ ନଂ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ କରିବୁ । ପାଞ୍ଚ ଶହ ଦିନରେ ଆମେ କ’ଣ  କରିଛୁ, ତାହା ସମସ୍ତେ ଦେଖିଲେଣି । ୨୪ ବର୍ଷ ଶାସନରେ ବିଜେଡି ନୂଆପଡା ପାଇଁ କଣ କରିଛି ନବୀନ ବାବୁ କୁହନ୍ତୁ । ନୂଆପଡାରେ ୭୫ ହଜାର ମା, ଭଉଣୀ ସୁଭଦ୍ରା ଯୋଜନାରେ ଉପକୃତ ହୋଇଛନ୍ତି । ନୂଆପଡାର ୪୫ ହଜାର ଚାଷୀ ୮ ଶହ ଟଙ୍କାର ଇନପୁଟ୍ ସହାୟତା ପାଇଛନ୍ତି । ବରଗଡ ସହ ନୂଆପଡାକୁ ରେଲୱେ ଲାଇନ ଯୋଡିବାକୁ ଜମି ଅଧିଗ୍ରହଣ ଚାଲିଛି । ଖରିଆର ରୋଡ୍‌ରେ ମଧ୍ୟ ୪ ଲାଇନ ଟ୍ରାକ୍ ପାଇଁ ଯୋଜନା ରହିଛି । ବେଇମାନ, ଭୋଟଚୋରି ପରି ଶବ୍ଦର ବ୍ୟବହାରକୁ ନିନ୍ଦା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking