21.1 C
Bhubaneswar
Sunday, December 7, 2025
Homeଓଡିଶା୨୦୨୯ ସୁଦ୍ଧା ହଜାର କିମି ରାସ୍ତା ନିର୍ମାଣ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

୨୦୨୯ ସୁଦ୍ଧା ହଜାର କିମି ରାସ୍ତା ନିର୍ମାଣ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଇଣ୍ଡିଆନ ରୋଡ୍ସ କଂଗ୍ରେସ ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମ୍ବୋଧନ କରିଛନ୍ତି ।  ୨୦୧୪ ପରେ ସଡକ ନିର୍ମାଣ କ୍ଷେତ୍ରରେ  ଅଧିକ ବିକାଶ ହୋଇଛି । ୧୧ ବର୍ଷରେ ୬୦ ପ୍ରତିଶତ ସଡକ ନିର୍ମାଣ ହୋଇଛି । ଗଡକରୀଙ୍କ ଭିଜନ ପାଇଁ ଆଜି ଦେଶର ସଡକପଥ ବିକଶିତ ହୋଇଛି । ଓଡିଶାକୁ ବିକଶିତ କରିବାକୁ  ଭିଜନ ରଖାଯାଇଛି । ୨୦୨୯  ସୁଦ୍ଧା ହଜଆର କିମି ରାସ୍ତା କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ପୋର୍ଟ , ରାସ୍ତା ଓ ରେଳପଥର ବିକାଶକୁ ଗୁରୁତ୍ୱ ଦିଆଯାଉଛି । ୨୦୧୪- ୨୪ ମଧ୍ୟରେ ସଡକ ପଥର ବିକାଶ ପାଇଁ ୧୦ ହଜାର କୋଟି ମିଳିଛି । ଓଡିଶାକୁ ସ୍ୱତନ୍ତ୍ର ଦୃଷ୍ଟି ଦେଲେ ଆମ ଭିଜନ ପୂରଣ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking