24.1 C
Bhubaneswar
Friday, February 13, 2026
Homeଓଡିଶାପ୍ରଶାସନକୁ ଭର୍ତ୍ତୃହରିଙ୍କ ତେର୍ଚ୍ଛା ବାଣ

ପ୍ରଶାସନକୁ ଭର୍ତ୍ତୃହରିଙ୍କ ତେର୍ଚ୍ଛା ବାଣ

କଟକ: କଟକ ବାଲିଯାତ୍ରାକୁ ନେଇ ସାଂସଦ ଭର୍ତ୍ତୃହରିଙ୍କ ପ୍ରଶାସନକୁ  ତେର୍ଚ୍ଛା ବାଣ ମାରିଛନ୍ତି । କହିଛନ୍ତି ,  ଉପର ପଡିଆରେ କାଦୁଅ ଅଛି କି,  ହେଲେ ତଳ ପଡିଆ ତ କାଦୁଅ । ଉପର ପଡିଆରେ  ବାଲିଯାତ୍ରା  ନ କରିବା ନିଷ୍ପତ୍ତିକୁ ମୁଁ ଭୁଲ କହିଥିଲି ।  ଗତବର୍ଷ ତତକାଳୀନ ଡିସିପି କାହା ସହ ପରାମର୍ଶ ନକରି ସତ୍ୟପାଠ ଦେଲେ । ଉପର ପଡିଆରେ ବାଲିଯାତ୍ରା ନ କରିବା ପାଇଁ ସତ୍ୟପାଠ  ଦେବାରୁ ବିବାଦ ହୋଇଥିଲା। ସବୁବେଳେ ବାଲିଯାତ୍ରାକୁ ନେଇ ନୂଆ କଥା ହେଉଛି, ଏଥର କଣ ହେଉଛି ଦେଖାଯାଉ । ସୂଚନାଥାଉକି,  ନଭେମ୍ବର ୫ରୁ ୧୨ ଯାଏଁ ଚାଲିବ ଐତିହାସିକ ବାଲିଯାତ୍ରା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking