17.1 C
Bhubaneswar
Sunday, December 7, 2025
Homeଓଡିଶାଲୋକସମ୍ପର୍କ ଅଧିକାରୀ  ନିଲମ୍ବିତ

ଲୋକସମ୍ପର୍କ ଅଧିକାରୀ  ନିଲମ୍ବିତ

ଭୁବନେଶ୍ୱର: ନିର୍ବାଚନ ଆଚରଣ  ବିଧି ଉଲ୍ଲଙ୍ଘନରେ  ଲୋକସମ୍ପର୍କ ଅଧିକାରୀ ନିଲମ୍ବିତ ହୋଇଛନ୍ତି । ଲୋକସମ୍ପର୍କ ଅଧିକାରୀ ତନୁଜା ମହାନ୍ତିଙ୍କୁ ନୂଆପଡା ଉପନିର୍ବାଚନରେ ଆଚରଣ ବିଧି  ଉଲ୍ଲଂଘନ କରିଥିବା ଅଭିଯୋଗରେ  ନିଲମ୍ବନ କରିଛନ୍ତି ନିର୍ବାଚନ କମିଶନ।  ନିଲମ୍ବନ ଅବଧି ମଧ୍ୟରେ  ତନୁଜା ରାଜ୍ୟ ମୁଖ୍ୟାଳୟ ଭୁବନେଶ୍ୱରରେ ରହିବେ । ବିନା ଅନୁମତିରେ ମୁଖ୍ୟାଳୟ ନଛାଡିବାକୁ ନିର୍ବାଚନ କମିଶନ  ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking