14.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶ'ମୋନ୍ଥା' ପ୍ରଭାବ: ଘର ଉପରେ ଗଛ ପଡି ଚାଲିଗଲା ବୃଦ୍ଧାଙ୍କ ଜୀବନ

‘ମୋନ୍ଥା’ ପ୍ରଭାବ: ଘର ଉପରେ ଗଛ ପଡି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର  ନର୍ସାପୁରମରେ ସ୍ଥଳଭାଗ ଛୁଇଁଲା ବାତ୍ୟା ମୋନ୍ଥା ।  ଅମଲାପୁରମ ଠାରୁ ୪୫ କିଲୋମିଟର  ଦୂରରେ   ନର୍ସପୁରମରେ ସ୍ଥଳଭାଗ ଛୁଇଁଛି ।  ଭାରତୀୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।  ରାତି ୧୧.୩୦ରୁ ୧୨.୩୦  ଭିତରେ  ଳ୍ୟାଣ୍ଡଫଲ୍  କରିଛି ।   ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିମି  ରହିଥିଲା । ପ୍ରଥମେ କାକିନାଡା ପରେ  ଅମଲାପୁରମ ଶେଷରେ ଅମଲାପୁରମଠାରୁ ୪୫ କିମି ଦୂର  ନର୍ସାପୁରମରେ ସ୍ଥଳଭାଗ ଛୁଇଁଥିଲା। ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହୋଇ  ଭୀଷଣ ବାତ୍ୟାରୁ  ବାତ୍ୟାରେ ପରିଣତ ହୋଇଗଲା ମୋନ୍ଥା ।  ମୋନ୍ଥା ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି ।  ଆନ୍ଧ୍ର କୋନାସିନା ଜିଲ୍ଲାରେ ବୃଦ୍ଧାଙ୍କ ଘର ଉପରେ ଗଛ ପଡିଯିବାରୁ ମୃତ୍ୟୁ ହୋଇଛି। ଅନ୍ୟ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking