24.1 C
Bhubaneswar
Monday, May 4, 2026
Homeଓଡିଶାଆନ୍ଧ୍ରରେ ବଢିଲା ପବନର ବେଗ

ଆନ୍ଧ୍ରରେ ବଢିଲା ପବନର ବେଗ

ଭୁବନେଶ୍ୱର: ବାତ୍ୟା ମୋନ୍ଥା ଉପକୂଳ ମୁହାଁ ହେଉଥିବାରୁ ବଢୁଛି ପବନ । ମଛଲିପଟନମରେ ୯୩ କିମି ବେଗରେ ବହୁଛି ପବନ ।  କାକିନାଡାରେ ଘଣ୍ଟାପ୍ରତି ୮୨ କିମି ବେଗରେ ବହୁଛି ପବନ । ବିଶାଖାପାଟନମରେ ଘମ୍‌ଟାପ୍ରତି ୬୮ କିମି ବେଗରେ ବହୁଛି ପବନ ।  ରାଜମହେନ୍ଦ୍ରୀରେ ଘଣ୍ଟାପ୍ରତି ୬୫ କିମି ବେଗରେ  ବହୁଛି ପବନ । ଚିନ୍ଥାପଲ୍ଲୀରେ ଘଣ୍ଟାପ୍ରତି ୫୫ କିମି ବେଗରେ ବହୁଛି ପବନ ।  ମାର୍ଟେରୁରେ  ଘଣ୍ଟାପ୍ରତି  ୬୨ କିମି  ବେଗରେ ବହୁଛି ପବନ ।ସମୁଦ୍ର ଅଶାନ୍ତ ଥିବା ସହ ବଡ଼ ବଡ଼ ଜୁଆର କୂଳକୁ ଆସୁଥିବା ଦେଖିବାକୁ ମିଳିଛି । ଦୋକାନ ବଜାର ବନ୍ଦ ରହିଛି । ବେଳାଭୂମିରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ପଇଁନ୍ତରା ମାରୁଛି। ଗୋପାଳପୁର ବନ୍ଦରକୁ ତିନି ନମ୍ବର ବିପଦ ସଂକେତ ଜାରି କରାଯାଇଛି । ଆଜି ରେଡ୍ ୱାର୍ନିଂ ଜାରି କରାଯାଇଛି । ଅଧିକରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପ୍ରଶାସନ ପକ୍ଷରୁ ସଜାଗ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking