27.1 C
Bhubaneswar
Saturday, December 6, 2025
Homeଓଡିଶାଜଳିଗଲା ସ୍କୁଟି: ଅଳ୍ପକେ ବର୍ତ୍ତିଲେ ଯୁବତୀ

ଜଳିଗଲା ସ୍କୁଟି: ଅଳ୍ପକେ ବର୍ତ୍ତିଲେ ଯୁବତୀ

ରାଉରକେଲା: ରାଉରକେଲା ବିମାନ ବନ୍ଦର ସମ୍ମୁଖରେ ଏକ ସ୍କୁଟି ଜଳିଯାଇଛି ।  ଭାଗ୍ୟବଶତଃ ସ୍ତୁଟିରେ ଥିବା ଜଣେ ଯୁବତୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସୂଚନା ଅନୁସାରେ ଗତକାଲି ଅପରାହ୍ନ ପ୍ରାୟ ୨ଟା ସମୟରେ ଜଣେ ଯୁବତୀ  ସ୍କୁଟିରେ  ସ୍ପେଶ ଛକ ଦେଇ  ଛେଣ୍ଡସ୍ଥ ବାସଭବନକୁ ଫେରୁଥିଲେ। ବିମାନବନ୍ଦର ପାଖରେ  ସ୍କୁଟିରୁ ଧୁଆଁ ବାହାରୁଥିବା ଦେଖିବାକୁ ପାଇଥିଲେ ।  ଦେଖିଲା ବେଳୁ ଗାଡିଟି ଜଳିବା ଆରମ୍ଭ ହୋଇଥିଲା।ଏନେଇ ସୂଚନା ପାଇବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେତେବେଲୁ ସ୍କୁଟିଟି ଜଳି ପୋଡି ସମ୍ପୁର୍ଣ୍ଣ ପାଉଁଶ ହୋଇଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking