ସମ୍ବଲପୁର: ସରକାରୀ ସଂସ୍ଥାରେ ଝାଡୁଦାର ଚାକିରି ପ୍ରଲୋଭନରେ ୨ ଗିରଫ ହୋଇଛନ୍ତି । ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ରେ ଗିରଫ କଲା ବୁର୍ଲା ପୋଲିସ ା ସେମାନଙ୍କ ନିକଟରୁ ପ୍ରାୟ ୬୨ ଲକ୍ଷ ଟଙ୍କା ଜବତ ହୋଇଛି । ପ୍ରାୟତଃ ସମ୍ବଲପୁର, ବରଗଡ, ବୌଦ୍ଧ ଓ ସୋନପୁର ଜିଲ୍ଲାରୁ ଠକେଇ ଅଭିଯୋଗ ଆସିଛି । ଝାଡୁଦାର ଚାକିରି ଦେବା ନାଁରେ ୧୨ ହଜାର ଲେଖାଏଁ ଆଦାୟ କରୁଥିଲେ ।










