21.1 C
Bhubaneswar
Saturday, February 7, 2026
Homeଓଡିଶାକେନାଲରେ ଭାସୁଛି ଅଚିହ୍ନା ମୃତଦେହ

କେନାଲରେ ଭାସୁଛି ଅଚିହ୍ନା ମୃତଦେହ

ଆସିକା: ବଡ଼ଗଡ଼ ଥାନା ଅନ୍ତର୍ଗତ ମଛାକୋଟ ନିକଟ ହଡ଼ଭଙ୍ଗି କେନାଲରେ ନିକଟରେ ଅଚିହ୍ନା ମୃତଦେହମିଳିଛିମୃତଦେହଟି ଗୋଟିଏ ଶଂଖରେ ଲାଗି ରହିଛି। ଶବଟିର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ଆଜି ସ୍ଥାନୀୟ ଅଞ୍ଚଳର କିଛି ଲୋକ ଗାଧେଇବାକୁ ଯାଇଥିବା ସମୟରେ ଦେଖିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଲୋକଙ୍କ ଗହଳି ଲାଗିଛି। ହେଲେ ମୃତଦେହଟି କାହାର କେଉଁଠି ଆସିଛି ତାହା ସ୍ୱଷ୍ଟ ହୋଇ ନଥିବା ବେଳେ ପୁଲିସ ବି ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାଯାଇଛି। ଏନେଇ ହତ୍ୟା ସନ୍ଦେହ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking