14.1 C
Bhubaneswar
Monday, December 8, 2025
Homeଓଡିଶାଜୟ ଢୋଲକିଆ ବିଜେପି ପ୍ରାର୍ଥୀ

ଜୟ ଢୋଲକିଆ ବିଜେପି ପ୍ରାର୍ଥୀ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ  ବିଜେପିର  ପ୍ରାର୍ଥୀ ଘୋଷଣା କରାଯାଇଛି । ଜୟ ଢୋଲକିଆଙ୍କୁ ବିଜେପି ପ୍ରାର୍ଥୀ  ଘୋଷଣା କରିଛି । ବିଧିବଦ୍ଧ ଭାବେ ଘୋଷଣା କଲା ବିଜେପି  ା ଆସନ୍ତାକାଲି ନାମାଙ୍କନ ଭରିବେ ଜୟ ଢୋଲକିଆ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ନାମାଙ୍କନ ଭରିବେ ଜୟ ଢୋଲକିଆ । ସୂଚନାଥାଉକି, କିଛି ଦିନ ପୂର୍ବରୁ ଜୟ ଢୋଲକିଆ ବିଧିବଦ୍ଧ ଭାବେ  ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ  ବିଜେପି କାର୍ଯ୍ୟାଳୟକୁ ଆସି ବିଜେପିରେ ସାମିଲ ହୋଇଥିଲେ । କଂଗ୍ରେସ, ବିଜେପି ନୂଆପଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ । ତେବେ  କାହାକୁ କରିବ ବିଜେଡି ପ୍ରାର୍ଥୀ ତାହା ଉପରେ ସମସ୍ତଙ୍କ ନଜର ରହିଛି । ନୂଆପଡାରେ କେଉଁ ଦଳ ବାଜିମାତ ମାରିବ ତାହାକୁ ମଧ୍ୟ ଅପେକ୍ଷା କରିଛନ୍ତି ଜନତା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking