25.1 C
Bhubaneswar
Saturday, May 2, 2026
Homeଓଡିଶାଇଣ୍ଟର ମେଡିକାଲ୍‌ କଲେଜ ମିଟ୍‌ ବନ୍ଦ

ଇଣ୍ଟର ମେଡିକାଲ୍‌ କଲେଜ ମିଟ୍‌ ବନ୍ଦ

ବ୍ରହ୍ମପୁର: ବନ୍ଦ ହେଲା ଏମକେସିଜି ଇଣ୍ଟର ମେଡିକାଲ୍‌ କଲେଜ ମିଟ୍‌। ଗତକାଲିର ଗଣ୍ଡଗୋଳ ପରେ ଇଣ୍ଟର ମେଡିକାଲ୍‌ କଲେଜ ମିଟ୍‌ ବନ୍ଦ ନିଷ୍ପତି ନିଆଯାଇଛି। ଏନେଇ ଏମକେସିଜି କଲେଜ କାଉନସିଲ୍‌ ବୈଠକ ପରେ ଡିନ୍‌ ଘୋଷଣା କରିଛନ୍ତି।ଆଇନ ଶୃଙ୍ଖଳା ସ୍ଥିତି ଉପୁଜିବାରୁ ଇଣ୍ଟର ମେଡିକାଲ୍‌ କଲେଜ ମିଟ୍‌ ବନ୍ଦ ହେଲା। ନିଷ୍ପତ୍ତି ବିରୋଧରେ ଟେଲି ମେଡିସିନ୍ ସେଣ୍ଟର ବାହାରେ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି କରୁଛନ୍ତି

ଡାକ୍ତର ଛାତ୍ରଛାତ୍ରୀଙ୍କୁ ଡ୍ୟୁଟି ମିଟ କାର୍ଯ୍ୟକ୍ରମରେ ମାଡ ମାରିଥିବା ଅଭିଯୋଗ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking