19.1 C
Bhubaneswar
Friday, February 6, 2026
Homeଓଡିଶାରାୟଗଡ଼ା ଅନାସ୍ଥା ଭୋଟିଂ ଶେଷ: ରେଜଲ୍ଟ ସ୍ଥଗିତ

ରାୟଗଡ଼ା ଅନାସ୍ଥା ଭୋଟିଂ ଶେଷ: ରେଜଲ୍ଟ ସ୍ଥଗିତ

ରାୟଗଡ଼ା: ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଭୋଟିଂ ଶେଷ ହୋଇଛି। ଉପାଧ୍ୟକ୍ଷ ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଆସିଥିବା ଅନାସ୍ଥା ଉପରେ ଭୋଟିଂହୋଇଥିଲା। ଉଚ୍ଚ ନ୍ୟାୟଳୟର ନିର୍ଦ୍ଦେଶ କ୍ରମେ ସ୍ଥଗିତ ରହିଲା ଫଳାଫଳ ଘୋଷଣା। ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ରମେଶ ଚନ୍ଦ୍ର ଜେନା ଦେଲେ ସୂଚନା। ଭୋଟ ବାକ୍ସକୁ ଜିଲ୍ଲା କୋଷଗାରରେ ସଂରକ୍ଷିତ ରଖାଗଲା। ଉଚ୍ଚ ନ୍ୟାୟଳୟଙ୍କ ପରବର୍ତ୍ତୀ ରାୟ ଆସିବା ପର୍ଯ୍ୟନ୍ତ ରେଜଲ୍ଟ ସ୍ଥଗିତ ରହିଛି। କାଲି ଅନାସ୍ଥା ବିରୋଧରେ ଭୋଟିଂ ପାଇଁ ହ୍ବିପ୍‌ ଜାରି କରିଥିଲା ବିଜେଡି। ସଭାପତି ନବୀନ ପଟ୍ଟନାୟକ ଦଳୀୟ କାଉନସିଲଙ୍କ ପାଇଁ ହ୍ବିପ୍‌ ଜାରି କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking