25.1 C
Bhubaneswar
Saturday, December 6, 2025
Homeଓଡିଶାଖାରବେଳ ନଗର ବସ୍ତିରେ ବୁଲିଲା ବୁଲଡୋଜର

ଖାରବେଳ ନଗର ବସ୍ତିରେ ବୁଲିଲା ବୁଲଡୋଜର

ଭୁବନେଶ୍ୱର:  ଭୁବନେଶ୍ୱର ଖାରବେଳ ନଗର  ବସ୍ତି ଅଞ୍ଚଳରେ  ବୁଲିଲା ବୁଲଡୋଜର ।  ୟୁନିଟ ୩ ଶ୍ରୀୟା ଛକଠାରୁ  ବ୍ଲାଇଣ୍ଡ ସ୍କୁଲ ରାସ୍ତାରେ  ବିଏମସି ପକ୍ଷରୁ  ବଡ ଧରଣର ଉଚ୍ଛେଦ ଚାଲିଛି ।  ଖାରବେଳ ନଗରଥାନା ପୋଲିସ, ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାଡ ଓ ବରିଷ୍ଠ  ଅଧିକାରୀଙ୍କ  ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ  କରାଯାଇଛି । ରାସ୍ତାକୁ ଅବରୋଧ କରିବା  କବାଡିଆ  ଦୋକାନକୁ   ହଟାଯାଇଛି ।  ଅପ୍ରୀତିକର ପରିସ୍ଥିତିକୁ  ନଜରରେ ରଖି ବ୍ୟାପକ ପୋଲିସ ମୁତୟନ ଅଛନ୍ତି ।   ଉଚ୍ଛେଦ ପୂର୍ବରୁ ନୋଟିସ କରିଥିଲା  ବିଏମସି ।  କବିଡିଆମାନେ  ରାସ୍ତାର ଉଭୟ ପାଶ୍ୱର୍ରେ  ଆବର୍ଜନା କରିରଖିଥିଲେ । ରାସ୍ତାକଡ ଅବରୋଧ ସହିତ ଡ୍ରେନ ଜାମ ସହ ଦୁର୍ଗନ୍ଧରେ ଫାଟୁଥିଲା ଅଞ୍ଚଳ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking