28.9 C
Bhubaneswar
Thursday, June 18, 2026
Homeଦେଶ ବିଦେଶବସ୍ ଧକ୍କାରେ ଛାତ୍ର ମୃତ

ବସ୍ ଧକ୍କାରେ ଛାତ୍ର ମୃତ

ନାଗପୁର: ନାଗପୁରରୁ ସାମ୍ନାକୁ ଆସିଛି ଏକ ଦୁଃଖଦ ଘଟଣା । ଟ୍ୟୁସନ୍ ସାରି ଘରକୁ ଫେରୁଥିବା ଜଣେ ଛାତ୍ରଙ୍କୁ ବସ୍ ଧକ୍କା ଦେଇଛି । ଧକ୍କା ଏତେ ଜୋର୍ ଥିଲା ଯେ ଘଟଣାସ୍ଥଳରେ ତାଙ୍କର ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଥିଲା । ଘଟଣାଟି ମଙ୍ଗଳବାର ସକାଳେ ନାଗପୁରର ଖାରବି ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଟ୍ୟୁସନ୍ ସାରି ଘରକୁ ଫେରୁଥିବା ଜଣେ ଛାତ୍ରଙ୍କୁ ଏକ ଘରୋଇ ବସ୍ ଧକ୍କା ଦେଇ ମୃତ୍ୟୁବରଣ କରିଛି । ଘଟଣା ପରେ ଉତ୍ତ୍ୟକ୍ତ ଜନତା ରାସ୍ତା ଅବରୋଧ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking