20.1 C
Bhubaneswar
Saturday, December 6, 2025
Homeଓଡିଶାବ୍ରିଜରୁ ଡେଇଁ ବୃଦ୍ଧ ମୃତ

ବ୍ରିଜରୁ ଡେଇଁ ବୃଦ୍ଧ ମୃତ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ତୁଷାର ଧାନଘରା ସ୍ଥିତ ତେଲନଦୀ ବ୍ରିଜ ଉପରୁ ଡେଇଁ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି । ସୂଚନା ଅନୁସାରେ ରବିବାର ପୂର୍ବାହ୍ନ ୧୦ଟା ସମୟରେ ଧାନଘରାର ୭୫ ବର୍ଷୀୟ  କୀର୍ତ୍ତି ରଣା ବ୍ରିଜ ଉପରୁ ନଦୀକୁ ଡେଇଁ ନିଜ ଜୀବନ ନେଇଛନ୍ତି । ଗତକାଲି ତାଙ୍କ ପଡୋଶୀଙ୍କ ସହ କିଛି କଥାକୁ ନେଇ ତାଙ୍କର ଝଗଡା ହୋଇଥିବା ନେଇ ମିଳିଛି ସୂଚନା ।  ଘଟଣା ସମ୍ପର୍କରେ ସୂଚନା ପାଇ ତୁଷୁରା ପୋଲିସ ଓ ଗୁଡଭେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତିା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking