16.1 C
Bhubaneswar
Sunday, December 7, 2025
Homeଓଡିଶାବିଜେଡି ଛାଡିଲେ ଅନ୍ତର୍ଯ୍ୟାମୀ ଗମାଙ୍ଗ

ବିଜେଡି ଛାଡିଲେ ଅନ୍ତର୍ଯ୍ୟାମୀ ଗମାଙ୍ଗ

ପାରଳାଖେମୁଣ୍ଡି: ବିଜେଡିରୁ ଇସ୍ତଫା ଦେଲେ ଅନ୍ତର୍ଯ୍ୟାମୀ ଗମାଙ୍ଗ । ବିଜେଡିର ଶୀର୍ଷ ନେତୃତ୍ୱ ପ୍ରତି ଅନ୍ତୋଷ ବ୍ୟକ୍ତ କରି ଇସ୍ତଫା ଦେଲେ । ୨ ଥରର ବିଧାୟକ ପ୍ରାର୍ଥୀ ତଥା ରାୟଗଡାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ । ସ୍ୱତନ୍ତ୍ର ଉନ୍ନୟନ ପରିଷଦର ବି ଅଧ୍ୟକ୍ଷ ଥିଲେ ଅନ୍ତର୍ଯ୍ୟାମୀ ଗମାଙ୍ଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking