ଭୁବନେଶ୍ୱର: ଏଜି ରିପୋର୍ଟକୁ ମିଥ୍ୟା କହିବା ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କଲା ବିଜେପି । ଅମର ପଟ୍ଟନାୟକଙ୍କୁ କଡା ଜବାବ ଦେଲେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ସବୁ ଗୁମର ଖୋଲିବ, ଧର୍ଯ୍ୟ ଧରନ୍ତୁ କହି ଅମର ପଟ୍ଟନାୟକକଙ୍କୁ ଦେଲେ ଚେତାବନୀ ।ପୂର୍ବ ସରକାର ଅମଳରେ ଅନେକ ଅନିୟମିତତାର ରିପୋର୍ଟର ପ୍ରକାଶ ପାଇଛି । ଏଜି ରିପୋର୍ଟକୁ ପୁଣି ବିଧାନସଭାରେ ଉପସ୍ଥାପନା କରାଯିବ କହିଛନ୍ତି ଟଙ୍କଧର । କଳା କାରନାମାକୁ ଲୁଚାଇବା ପାଇଁ ଏଭଲି କରିଛନ୍ତି ପୂର୍ବତନ ଏଜି ଅମର ପଟ୍ଟନାୟକ ।









