19.1 C
Bhubaneswar
Monday, December 8, 2025
Homeଓଡିଶାଓପିଆରବିର ଦକ୍ଷତାକୁ ନେଇ ପରୀକ୍ଷାର୍ଥୀ ଦ୍ୱନ୍ଦ୍ୱରେ

ଓପିଆରବିର ଦକ୍ଷତାକୁ ନେଇ ପରୀକ୍ଷାର୍ଥୀ ଦ୍ୱନ୍ଦ୍ୱରେ

ଭୁବନେଶ୍ୱର: ଓପିଆରବି ପରୀକ୍ଷା ପରିଚାଳନା ଦକ୍ଷତାକୁ ନେଇ ପରୀକ୍ଷାର୍ଥୀ ଦ୍ୱନ୍ଦ୍ୱରେ । ବରିଷ୍ଠ ପୋଲିସ ଅଧିକାରୀଙ୍କ ଭୂମିକାକୁ ନେଇ ସନ୍ଦେହ କଲେ ପୂର୍ବତନ ଅଧିକାରୀ । କେବଳ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଚାକିରି ମିଳିବନି । ଆହୁରି ଦୁଇଟି ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହେଲେ ଚାକିରି ମିଳିଥାନ୍ତା । ତେଣୁ ଏହା ପଛରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସଂପୃକ୍ତି ଥାଇପାରେ । ଓପିଆରବି କେଳେଙ୍କାରୀ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଅଫିସର ହସ୍ତକ୍ଷେପ ସୂଚନା ମିଳିଛି । ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ସିଏମଓରୁ ବ୍ରହ୍ମପୁର ଏସପିଙ୍କୁ ଫୋନ ଯାଇଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବ୍ରହ୍ମପୁର ଏସପି ତତ୍ପରତା ପ୍ରକାଶ କରିଥିଲେ । ରାଜ୍ୟ ବାହାରକୁ ୩ଟି ବସରେ ଯାଉଥିବା ୧୧୪ ପରୀକ୍ଷାର୍ଥୀଙ୍କୁ ଧରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବଡ ଘୋଟାଲାର ପର୍ଦ୍ଦାଫାସ ହେବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking