28.9 C
Bhubaneswar
Saturday, June 27, 2026
Homeଓଡିଶାସେଲ୍ଫି ନେବା ହେଲା କାଳ: ନଦୀ ସୁଅରେ ଭାସିଯାଇ ଯୁବକ ନିଖୋଜ

ସେଲ୍ଫି ନେବା ହେଲା କାଳ: ନଦୀ ସୁଅରେ ଭାସିଯାଇ ଯୁବକ ନିଖୋଜ

ମୟୂରଭଞ୍ଜ: ସେଲ୍ଫି ନେବା ହେଲା କାଳ । ସେଲ୍ଫି ନେଉଥିବା ବେଳେ ନଦୀରେ ଭାସିଯାଇ ଯୁବକ ନିଖୋଜ, ୧୬ ଘଣ୍ଟା ହେଲାଣି ଭାସି ଯାଇଥିବା ଯୁବକଙ୍କ ପତ୍ତା ପାଉନି ଅଗ୍ନିଶମ ବିଭାଗ। ଗତକାଲି ସନ୍ଧ୍ୟା ସମୟରେ ମୟୂରଭଞ୍ଜ ଜିଲ୍ଲା ଯଶିପୁର ସ୍ଥିତ ଭଣ୍ଡନ ନଦୀର ରାମତୀର୍ଥ ଘାଟରେ ଯୁବକ ଜଣକ ସେଲ୍ଫି ନେଉଥିବା ସମୟରେ ଗୋଡ଼ ଖସି ଯିବାରୁ ନଦୀର ପ୍ରଖର ସୁଅରେ ଭାସି ଯାଇଥିଲା। ନିଖୋଜ ଯୁବକ ଜଣକ ମୁର୍ଶୀଦାବାଦର ସାହୀନ ଆଲାମ୍ ବୋଲି ଜଣାପଡିଛି। ଯଶିପୁରରେ ରହି ରାଜମିସ୍ତ୍ରୀ ଭାବେ ସେ କାମ କରୁଥିଲେ। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଥିବା ବେଳେ ଯଶିପୁର ପୋଲିସ ପହଞ୍ଚି ତଦନ୍ତଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking