25.1 C
Bhubaneswar
Monday, March 23, 2026
Homeଓଡିଶାସାପ କାମୁଡାରେ ଅଷ୍ଟମ ଶ୍ରେଣୀ ଛାତ୍ର ମୃତ

ସାପ କାମୁଡାରେ ଅଷ୍ଟମ ଶ୍ରେଣୀ ଛାତ୍ର ମୃତ

ବୈପାରୀଗୁଡା: ବୌପାରିଗୁଡାରୁ ସାମ୍ନାକୁ ଆସିଛି ଏକ ଦୁଃଖଦ ଘଟଣା । ସାପ କାମୁଡାରେ ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି । ଗୟଲକୁଣ୍ଡ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ସୂଚନା ଅନୁସାରେ ମକା ତୋଶୁଥିବା ସମୟରେ ସାପ କାମୁଡାର ଶିକାର ହୋଇଥିଲେ । ଯାହା ଫଳରେ ଛାତ୍ରର ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ପରିବାର ଏବଂ ଅଞ୍ଚଳରେ ଶୋକର ଛାୟା ଖୋଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking