ଭୁବନେଶ୍ୱର: ଆମ ସାଥି ୟୁନିଫାଏଡ ହ୍ୱାଟସଆପ ବଟ ହେଲା ଲୋକାର୍ପିତ । ଲୋକାର୍ପଣ କଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ଏଣିକି ହାତ ପାହାନ୍ତରେ ମିଳିପାରିବ ସରକାରୀ ସୁବିଧା । ହ୍ୱାଟସଆପ ବଟରେ ସମସ୍ୟା ଜମାଇପାରିବେ ଜନସାଧାରଣ । ସମସ୍ୟା ଜଣାଇବା ପରେ ସମାଧାନ ମ୍ୟ ହୋଇପାରିବ ।