14.1 C
Bhubaneswar
Saturday, December 6, 2025
Homeଓଡିଶାସ୍କୁଲ ପିଲା କରିବେ ଗୀତା ପାଠ: ମନ୍ତ୍ରୀ

ସ୍କୁଲ ପିଲା କରିବେ ଗୀତା ପାଠ: ମନ୍ତ୍ରୀ

ଭୁବନେଶ୍ୱର: ସ୍କୁଲରେ ଭଗବତ ଗୀତାର ଶ୍ଲୋକ ଗାନ କରିବେ ଛାତ୍ରଛାତ୍ରୀ ।  ପିଲାଙ୍କ ନୈତିକ ଓ ବୌଦ୍ଧିକ ବିକାଶ ପାଇଁ  ମନ୍ତ୍ର ପାଠ କରିବେ । ଏନେଇ ପ୍ରସ୍ତାବ ରଖାଯାଇଥିବା କହିଲେ ଗଣଶିକ୍ଷା ମନ୍ତ୍ରୀ । ଗୃହରେ ପୁଣି ବିଜେଡି ହଟ୍ଟଗୋଳ କରିଛି । ସରକାରଙ୍କ ବିରୋଧରେ, ସାର ପ୍ରସଙ୍ଗକୁ ନେଇ  ନାରାବାଜି କରି ଗୃହର ମଧ୍ୟଭାଗକୁ ଆସି   ହୋହାଲ୍ଲା କରିଥିଲେ ବିଜେଡି ବିଧାୟକ ।  ଏନେଇ ବାଚସ୍ପତି ସୁରମାପାଢୀ ଆସନ୍ତାକାଲି ଦିନ ୧୦ଟା ଯାଏଁ ଗୃହ ମୁଲତବି  ଘୋଷଣା କରିଛନ୍ତି । ସକାଳେ ମଧ୍ୟ  ୪ ମିନିଟ ଚାଲିଥିଲା ଗୃହ କାର୍ଯ୍ୟ । ସ୍ୱାଭାବିକ ଭାବେ  ଗୃହ ଚାଲିପାରିନଥିଲା । ଧୋଇ ହୋଇଯାଇଥିଲା ପ୍ରଶ୍ନକାଳ । ବିରୋଧୀଙ୍କ ହଙ୍ଗାମା ଯୋଗୁଁ  ୪ ଟା ଯାଏଁ ଗୃହ ମୁଲତବୀ ରଖାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking