24.1 C
Bhubaneswar
Friday, February 6, 2026
Homeଓଡିଶାବିଶୃଙ୍ଖଳା କଲେ କାର୍ଯ୍ୟାନୁଷ୍ଠାନ: ପ୍ରମିଳା ମଲ୍ଲିକ

ବିଶୃଙ୍ଖଳା କଲେ କାର୍ଯ୍ୟାନୁଷ୍ଠାନ: ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ଯିଏ ବିଶୃଙ୍ଖଳା କରିବ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ କହିଲେ ପ୍ରମିଳା ମଲ୍ଲିକ।ବାରମ୍ବାର ଦେବାଶିଷ ସାମନ୍ତରାୟ ଏମିତି କାହିଁକି କହୁଛନ୍ତି । ଦଳ ସଭାପତି ଠିକ ପଦକ୍ଷେପ ନେଇଛନ୍ତି, ଠିକ ହେବ। ଦଳ ବିରୋଧରେ ବୟାନବାଜି ଠିକ ନୁହେଁ, ଦୁର୍ଭାଗ୍ୟଜନକ। ଶୃଙ୍ଖଳା କମିଟି ଅଛି, ପଦକ୍ଷେପ ନେବ କହିଛନ୍ତି ପ୍ରମିଳା ମଲ୍ଲିକ।ଅନ୍ୟପଟେ ପ୍ରଫୁଲ୍ଲ ମଲ୍ଲିକଙ୍କୁ ସସପେଣ୍ଡ କରିବା ଠିକ ନୁହେଁ।ସେ ଜଣେ ବରିଷ୍ଠ ନେତା, ବିଜେଡି ପାଇଁ ବହୁତ କାମ କରିଛନ୍ତି କହିଛନ୍ତି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ। ପ୍ରଫୁଲ୍ଲ ମଲ୍ଲିକଙ୍କୁ ବିଜେଡିରୁ ସସପେଣ୍ଡ କରିବା ଭୁଲ ନିଷ୍ପତ୍ତି । ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ କହି ପ୍ରତାପ ଜେନା ଅନୁତପ୍ତ କରୁଥିବେ। ଭାସ୍କର ରାଓ ଭଳି ପୁରୁଖା ନେତା ବିଜେଡି ଛାଡି ଚାଲି ଯାଉଛନ୍ତି । ଯାହା ଦଳକୁ ଅନେକ କ୍ଷତି ପହଞ୍ଚାଇବ କହିଛନ୍ତି ଦେବାଶିଷ ସାମନ୍ତରାୟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking