19.1 C
Bhubaneswar
Monday, December 8, 2025
Homeଓଡିଶାବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

ଭୁବନେଶ୍ୱର: ନଡ଼ିଆ ଗଛରେ ଚଢି ନଡ଼ିଆ ପାରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ । ବୋଲଗଡ଼ ଦୋଳ ପଡିଆ ନିକଟରେ ଘଟିଛି ଅଘଟଣ । ଯୁବକ ଜଣକ ଖଙ୍ଗୁରିଆ ଗାଁର ଜଗୁ ପରିଡା ବୋଲି ଜଣାପଡ଼ିଛି । ତାର ସହ ଗଛରେ ଲାଖି ରହିଛନ୍ତି ଯୁବକ ଜଣଙ୍କ । ବିଦ୍ୟୁତ୍‌ ବିଭାଗ, ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking