19.1 C
Bhubaneswar
Monday, December 8, 2025
Homeଓଡିଶାୟୁ-ଟର୍ଣ୍ଣ ମାରିବାରେ ସରକାର ମାହିର: ଈପ୍‌ସିତା

ୟୁ-ଟର୍ଣ୍ଣ ମାରିବାରେ ସରକାର ମାହିର: ଈପ୍‌ସିତା

ଭୁବନେଶ୍ୱର: ଛାତ୍ର ସଂସଦନିର୍ବାଚନ ନେଇ ସରକାରଙ୍କୁ ବିସିଜେଡି ସଭାନେତ୍ରୀ ଟାର୍ଗେଟ କରିଛନ୍ତି ।  ସଭାନେତ୍ରୀ ଈପ୍‌ସିତା ସାହୁ କହିଛନ୍ତି  ୟୁ-ଟର୍ଣ୍ଣ ମାରିବାରେ ସରକାର ମାହିର । ସରକାର ଇଣ୍ଟରଲାନ ସର୍ଭେ କରି କ୍ୟାମ୍ପସରେ ସ୍ଥିତି ଭଲ ନଥିବା ଜାଣିଲେଣି ।  ବାଲେଶ୍ୱର ଘଟଣାରେ ଏବିଭିପି ବ୍ୟାକଫୁଟରେ ସରକାର ଦି ପାଦ ପଛରେ । ପୂଜା ଛୁଟି ପୂର୍ବରୁ ନିର୍ବାଚନ ହୁଏ, ପୂଜା  ପରେ ନିର୍ବାଚନ କରିପାରିବେନି । ଏଯାଏଁ ଏକାଡେମିକ କ୍ୟାଲେଣ୍ଡର କରିପାରି  ନାହାନ୍ତି । ନିର୍ବାଚନ ରଖିବେ ନା ନାହିଁ । ମୁଖ୍ୟମନ୍ତ୍ରୀ ନିଜେ ପ୍ରତିଶ୍ରୁତି ଦେଇଥିଲେ , ଆଗାମୀ ଦିନରେ ରାଜରାସ୍ତାକୁ ଯିବୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking