21.1 C
Bhubaneswar
Monday, December 8, 2025
Homeଓଡିଶାଖୋଲିଲା ସୁଭଦ୍ରା ଅଭିଯୋଗ ପୋର୍ଟାଲ: ପ୍ରଭାତୀ

ଖୋଲିଲା ସୁଭଦ୍ରା ଅଭିଯୋଗ ପୋର୍ଟାଲ: ପ୍ରଭାତୀ

ଭୁବନେଶ୍ୱର: ଖୋଲିଲା ସୁଭଦ୍ରା ଅଭିଯୋଗ ପୋର୍ଟାଲ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ବାଦ ହିତାଧିକାରୀ ପୋର୍ଟାଲରେ ଅଭିଯୋଗ କରିପାରିବେ । ଆଉ ଥରେ ସାମିଲ ପାଇଁ ମଧ୍ୟ ଆବେଦନ କରିପାରିବେ । ୨ ଲକ୍ଷ ୮୫ ହଜାର ହିତାଧିକାରୀ ବାଦ ପଡିଛନ୍ତି । ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନାକୁ ପୂରିବ ବର୍ଷେ । ୩୪୮ ସୁଭଦ୍ରା ସିଡିପିଓ ୟୁନିଟରେ ହେବ ଧନ୍ୟବାଦ ମୋଦୀ କାର୍ଯ୍ୟକ୍ରମ । ଅକ୍ଟୋବର ୧୫ ଯାଏଁ ଚାଲିବ ଧନ୍ୟବାଦ ମୋଦୀ କାର୍ଯ୍ୟକ୍ରମ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking