28.1 C
Bhubaneswar
Wednesday, March 4, 2026
Homeଓଡିଶା‘ଆମ ବସ’ କର୍ମଚାରୀଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ

‘ଆମ ବସ’ କର୍ମଚାରୀଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ

ଭୁବନେଶ୍ୱର: ଭୁବନେଶ୍ୱରରେ ଆମ ବସ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ। ଠିକ ସମୟରେ ଦରମା ନମିଳିବା ପ୍ରସଙ୍ଗରେ  ଷ୍ଟିଅରିଂ ଛାଡି ରାସ୍ତାକୁ ଓହ୍ଲାଇଛନ୍ତି ଆମ ବସ କର୍ମଚାରୀ । ଆଜି ପୋଖରୀପୁଟ ଡିପୋର  ୪୩ ଟି ବସର  ଡ୍ରାଇଭର ଷ୍ଟିଅରିଂ ଛାଡିଛନ୍ତି । ଠିକ ସମୟରେ ଦରମା ନମିଳିବାରୁ  ଘର ଚଳାଇବା ପାଇଁ ଅସୁବିଧା ହେଉଛି ବୋଲି କହିଛନ୍ତି ସେମାନେ । ବର୍ତ୍ତମାନ  ୪୨ ଦିନ ହୋଇଯାଇଥିଲେ ବି  ଦରମା ପାଇନଥିବାରୁ  ଷ୍ଟିଅରିଂ ଛାଡ ଆନ୍ଦୋଳନ  କରିଛନ୍ତି । ପ୍ରତି ମାସରେ   ବିଳମ୍ବରେ ଦରମା ମିଳୁଥିବାନେଇ ଅଭିଯୋଗ କରିଛନ୍ତି । ତିନିଦିନ ହେବ ଚକ୍ରା ଟ୍ରାନ୍ସପୋର୍ଟ ପକ୍ଷରୁ କୌଣସି ଅଧିକାରୀ କିଛି ଶୁଣୁନାହାନ୍ତି ବୋଲି  ଅଭିଯୋଗ ଆଣିଛନ୍ତି ଡ୍ରାଇଭର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking