27.1 C
Bhubaneswar
Tuesday, December 9, 2025
Homeଓଡିଶାଆଇଏଏସ ସ୍ତରରେ ଅଦଳବଦଳ

ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଆଜି ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର ।ତେବେ କାହାକୁ କେଉଁ ଦାୟିତ୍ୱ ମିଳିଛି ଆସନ୍ତୁ ଜାଣିବା:
୧-ବିଜୟ ଅମୃତ କୁଲାଙ୍ଗେ-ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ସେବା ନିର୍ଦ୍ଦେଶକ
୨- ଅଞ୍ଜନା ପଣ୍ଡା- ଆୟୁଷ ନିର୍ଦ୍ଦେଶିକା
୩- ପ୍ରେମଜିତ ନାୟକ- ଏସସି/ଏସଟି ଏବଂ ଫଛୁଆ ବିଭାଗ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ
୪- ପି.ଅନ୍ୱେଷା ରେଡ୍ଡୀ- ଆଇଜିଆର, କଟକର ଅତିରିକ୍ତ ଦାୟିତ୍ୱ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking