17.1 C
Bhubaneswar
Sunday, December 7, 2025
Homeଓଡିଶାଦଳ ଆମ ପାଇଁ ବଡ: ଦେବୀ ମିଶ୍ର

ଦଳ ଆମ ପାଇଁ ବଡ: ଦେବୀ ମିଶ୍ର

ଭୁବନେଶ୍ୱର: ନିଲମ୍ବନ ନେଇ ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , ଦଳ ଆମ ପାଇଁ ବଡ , ବ୍ୟକ୍ତି ନୁହେଁ । ଦଳରେ ନାହାଁନ୍ତି ବୋଲି କହୁଥିଲେ ପ୍ରଫୁଲ୍ଲ କୁମାର ମଲ୍ଲିକ । ଟେଲିଫୋନରେ ଇସ୍ତଫା ନେଇ ପ୍ରଦୀପ ଅମାତଙ୍କୁ ଜଣାଇଥଲେ ।ସୂଚନାଥାଉକି ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି ପ୍ରଫୁଲ୍ଲ ମଲ୍ଲିକ ।  ବିଜେଡି ବିଦା କରିବା ପୂର୍ବରୁ ମୁଁ ଇସ୍ତଫା ଦେଇଛି । ବ୍ୟକ୍ତିଗତ କାରଣ ଯୋଗୁଁ ଦଳରୁ ଇସ୍ତଫା ଦେଇଛି କହିଲେ ପ୍ରଫୁଲ୍ଲ ମଲ୍ଲିକ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking