24.1 C
Bhubaneswar
Friday, February 13, 2026
Homeଓଡିଶାଆମ ସରକାର ଲୋକଙ୍କ ସରକାର: ମନ୍ତ୍ରୀ  

ଆମ ସରକାର ଲୋକଙ୍କ ସରକାର: ମନ୍ତ୍ରୀ  

ଭୁବନେଶ୍ୱର: ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଅଭିଯୋଗ ପ୍ରସଙ୍ଗରେ ବିଜେଡିକୁ କଟାକ୍ଷ କରିଛନ୍ତି, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। କହିଛନ୍ତି, ସେତେବେଳେ କ୍ଷମତା କଣ ଥିଲା ମନେପକାଇବାକୁ ଚାହୁଁନି । ପୂର୍ବ ସରକାରରେ ଲୋକ ପ୍ରତିନିଧି ଟେଣ୍ଟ ବାନ୍ଧୁଥିଲେ ।  ଆମ ସରକାର ଲୋକଙ୍କ ସରକାର। ଲୋକଙ୍କ ପାଇଁ ଯାହା ଆବଶ୍ୟକ ଆମ ସରକାର ତାହା କରୁଛନ୍ତି । ସୂଚନାଥାଉକି, ବିଡିଓଙ୍କୁ କ୍ଷମତା ପ୍ରସଙ୍ଗରେ ବିଜେଡି  ପ୍ରେସମିଟ କରି ସରକାରଙ୍କୁ ଟାର୍ଗେଟ କରିଛି। କହିଛି, ନିଜ ରାଜନୈତିକ ଇଚ୍ଛାଶକ୍ତି ପାଇଁ ବିଡିଓଙ୍କୁ ଅଧିକ କ୍ଷମତା ଦେଲେ। ବ୍ଲକ ସ୍ତରରେ ଅନେକ ଛୋଟ ନିଷ୍ପତ୍ତି ବିଡିଓଙ୍କୁ ଦେଇଦେଲେ। ଅଧିକାଂଶ ସ୍ଥାନରେ  ବିଜେଡିର ବ୍ଲକ ଅଧ୍ୟକ୍ଷ  ଥିବାରୁ ଭୟଭୀତ। ସରାକରୀ ବାବୁଙ୍କୁ ରାଜନୈତିକ ଅସ୍ତ୍ର କରିବାକୁ ନିଷ୍ପତ୍ତି। ସରକାର ଆଦେଶକୁ ପ୍ରତ୍ୟାହାର କଲେ ତୀବ୍ର ଆନ୍ଦୋଳନ ହେବ।  ୩୦ ଜିଲ୍ଲାରେ ବ୍ଲକରେ ଆନ୍ଦୋଳନ କରିବ ବିଜେଡି । ପ୍ରେସମିଟରେ ଅରୁଣ ସାହୁ, ପ୍ରତାପ ଜେନା ଚେତାବନୀ ଦେଇଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking