27.1 C
Bhubaneswar
Saturday, December 6, 2025
Homeଓଡିଶାକାଲି ବାଣୀ ବିହାର କ୍ୱାର୍ଟର୍ସରୁ ବିଦା ହେବେ ଅନଧିକୃତ

କାଲି ବାଣୀ ବିହାର କ୍ୱାର୍ଟର୍ସରୁ ବିଦା ହେବେ ଅନଧିକୃତ

ଭୁବନେଶ୍ୱର: ବାଣୀବିହାର କ୍ୟାମ୍ପସରେ ବେଆଇନ ଭାବେ  ରହୁଥିଲେ କାଲି ବିଦା ହେବେ । ଯେଉଁମାନେ ବେଆଇନ ଭାବେ କ୍ୱାର୍ଟର୍ସ ମାଡି ବସିଛନ୍ତି , କାଲି ବିଦା ହେବେ । ଆଜି ସରୁଛି  ନୋଟିସର  ଡେଡଲାଇନ , କାଲି ପୋଲିସର ଉଚ୍ଛେଦ କରିବ ।   ଏନେଇ ସୂଚନା ଦେଲେ  ଏସିପି ଜୋନ- ୫ ବିଶ୍ୱ ରଞ୍ଜନ ସେନାପତି । ବସ୍ତି କରି ରହୁଥିବା ଲୋକଙ୍କୁ ଉଚ୍ଛେଦ ପାଇଁ ଟିକେ ସମୟ ଲାଗିବ । ଅଣଛାତ୍ରଙ୍କୁ ବିଦା ପରେ  ଏବେ  କ୍ୱାର୍ଟର୍ସ କ୍ଲିନ ପାଇଁ କର୍ତ୍ତୃପକ୍ଷଙ୍କ ପଦକ୍ଷେପ ନିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking