18.1 C
Bhubaneswar
Saturday, December 6, 2025
Homeଓଡିଶାଆଜି ରାଜ୍ୟ କ୍ୟାବିନେଟ ବୈଠକ

ଆଜି ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ  ଅନେକ ନିଷ୍ପତ୍ତି  ନେବେ ସରକାର । ସନ୍ଧ୍ୟା ୭ଟା ୩୦ରେ ଲୋକସେବା ଭବନରେ  ବୈଠକ ବସିବ । ଏଥିରେ ୫ଟି  ପ୍ରସ୍ତାବ ଉପରେ ବାଜିପାରେ ମୋହର ।  ରାଜସ୍ୱ, ପୂର୍ତ୍ତ, ବାଣିଜ୍ୟ ଏବଂ ପରିବହନ  , ଜଳ ସମ୍ପଦ ବିଭାଗର ପ୍ରସ୍ତାବ ଉପରେ ମୋହର ବାଜିପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking