ଭୁବନେଶ୍ୱର: ଛାତ୍ର ବିଜେଡି ସଭାପତି ଚୟନକୁ ନେଇ ସଂଗଠନ ଭିତରେ କେଁ ଦେଖାଦେଇଛି । ଦଳ ଧୋକା ଦେଇଛି କହିଲେ ଛାତ୍ର ବିଜେଡି ନେତା ହରିଶଙ୍କର ରାଉତ । ୨୦୧୭, ୨୦୨୦, ୨୦୨୫ରେ କହିଲେ ସଭାପତି କରିବୁ ,କଲେ ନାହିଁ । ଏବେ କହୁଛନ୍ତି ନିଷ୍ପତ୍ତି କିଏ ନେଇଛି ଆମେ ଜାଣିନୁ । ଦଳର ନିଷ୍ପତ୍ତି ବୋଧ ହୁଏ ଆଉ କିଏ ନେଉଛି । ବ୍ୟୋମକେଶଙ୍କୁ ପଚାରିବାରୁ ସେ ସହିଲେ ମୁଁ ଜାଣିନାହିଁ ନିଷ୍ପତ୍ତି କିଏ ନେଇଛି । ନବୀନ ବାବୁଙ୍କୁ ଦେଖାକରିବା ପାଇଁ ମଧ୍ୟ ସୁଯୋଗ ନାହିଁ । ଏତେବର୍ଷ ଦଳରେ କାମ କରି ସଭାପତିଙ୍କୁ ଦେଖାକରିପାରୁନାହିଁ । ଦଳର ନିଷ୍ପତ୍ତି ବର୍ତ୍ତମାନ କିଏ ନେଉଛି ତାହା ସମସ୍ତଙ୍କୁ ଜଣା ।










