18.1 C
Bhubaneswar
Saturday, December 6, 2025
Homeଓଡିଶାଡ୍ରପ ଆଉଟ ହ୍ରାସ,ଗୁଣାତ୍ମକ ଶିକ୍ଷା ବଡ ଆହ୍ୱାନ

ଡ୍ରପ ଆଉଟ ହ୍ରାସ,ଗୁଣାତ୍ମକ ଶିକ୍ଷା ବଡ ଆହ୍ୱାନ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ଗୁରୁଦିବସ  ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମ୍ବୋଧନ କରିଛନ୍ତି । ଶିକ୍ଷା କ୍ଷେତ୍ରରେ ୨ଟି ବଡ ଆହ୍ୱାନ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଡ୍ରପ ଆଉଟ ହାର ଓ ହ୍ରାସ ଗୁଣାତ୍ମକ ଶିକ୍ଷା ପ୍ରଦାନ ୨ଟି ବଡ ଆହ୍ୱାନ ଦେଇଛନ୍ତି । ତଥ୍ୟ ଅନୁସାରେ ୨୪ ପ୍ରତିଶତ ଆଦିବାସୀ ପିଲା ଅଧାରୁ ପାଠ ଛାଡୁଛନ୍ତି । ତେଣୁ ଆମେ ମାଧୋ ସିଂ ହାତଖର୍ଚ୍ଚ ଯୋଜନା ଲାଗୁ କଲୁ । ଏହାଦ୍ୱାରା ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି । ଫଳରେ ଡ୍ରପଆଉଟ ଯଥେଷ୍ଟ ହ୍ରାସ ପାଇଥିବା ସୂଚନା ମିଳିଛି ।ଗୁଣାତ୍ମକ ଶିକ୍ଷା ପ୍ରଦାନ ମଧ୍ୟ ବଡ ଆହ୍ୱାନ, ବିଶେଷ କରି ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking