26.1 C
Bhubaneswar
Sunday, December 7, 2025
Homeଓଡିଶାରାସ୍ତା ଉପରେ ୨୯ ଟିକିଆ ହାତୀପଲ: ଯାତାୟତ ବାଧାପ୍ରାପ୍ତ  

ରାସ୍ତା ଉପରେ ୨୯ ଟିକିଆ ହାତୀପଲ: ଯାତାୟତ ବାଧାପ୍ରାପ୍ତ  

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅଞ୍ଚଳରେ ହାତୀ ଆତଙ୍କ । ୨୦ ନଂ ଜାତୀୟ ରାଜପଥ କାଳୀକା ପ୍ରସାଦ ନିକଟରେ ବୁଲୁଛନ୍ତି ୨୯ ଟିକିଆ ହାତୀପଲ । ସେମାନଙ୍କ ମଧ୍ୟରେ ୧୧ ଦନ୍ତା ଥିବାବେଳେ ୧୨ଟି ମାଇ ଓ ୬ଟି ଛୁଆ ହାତୀ ଅଛନ୍ତି । ହାତୀପଲ ରାସ୍ତା ଉପରେ ଥିବାରୁ  ଯାତାୟତ ବାଧାପ୍ରାପ୍ତ ହୋଇଛି । ଦୁଇଟି ପାର୍ଶ୍ୱରେ ଗାଡି ମୋଟର ଅଟକି  ରହିଛି । ବନ ବିଭାଗ ହାତୀମାନଙ୍କୁ ଘଉଡାଇବାକୁ ଉଦ୍ୟମ କରୁଥିଲେ ମଧ୍ୟ  ସଫଳ ହୋଇପାରିନାହିଁ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking