21.1 C
Bhubaneswar
Friday, February 6, 2026
Homeଓଡିଶାମେଲୋଡିରେ ଅଶ୍ଳୀଳ ନୃତ୍ୟକୁ ନା: ମେୟର

ମେଲୋଡିରେ ଅଶ୍ଳୀଳ ନୃତ୍ୟକୁ ନା: ମେୟର

ଭୁବନେଶ୍ୱର: ପୂଜା ମେଲୋଡିରେ  ଅଶ୍ଲୀଳ ନୃତ୍ୟକୁ ନା । ପୂଜା ପାଇଁ ବିଏମସିର ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି ।  ପୂଜାବେଳେ ପାର୍କିକୁ ଦିଆଗଲା ଗୁରୁତ୍ୱ। ପାର୍କିଙ୍ଗ ନଥିଲେ ପଡିପାରିବନି ମୀନା ବଜାର । ମିଳିବନି ରାବଣ ପୋଡିପାଇଁ ଅନୁମତି । ମୁଖ୍ୟରାସ୍ତାରେ ଲାଗିପାରିବନି ତୋରଣ । ପ୍ଲାଷ୍ଟିକ ମୁକ୍ତ ହେବ ପୂଜା । ପୂଜା କମିଟି ଭସାଣି ସ୍ଥାନରେ ଖୋଲିବେ କଣ୍ଟ୍ରୋଲ ରୁମ । ପେଣ୍ଡାଲ ନିକଟରୁ ହଟାଯିବ ବୁଲାକୁକୁର । ବୈଠକ ପରେ ବିଏମସି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking