30.1 C
Bhubaneswar
Thursday, February 5, 2026
Homeଓଡିଶାନିଜକୁ ଜାଳିଦେଲେ ମହିଳା

ନିଜକୁ ଜାଳିଦେଲେ ମହିଳା

ସାଲେପୁର: କିରୋସିନ ଢାଳି ନିଜକୁ ଜାଳିଦେଲେ ମହିଳା । ପାରିବାରିକ କଳହରୁ କିରୋସିନ ଢାଳି ଆତ୍ମହତ୍ୟା ହୋଇଥିବା ଅଭିଯୋଗ ହୋଇଛି । ସାଲେପୁର ସିଢୋ ପଞ୍ଚାୟତ କଙ୍କରାଇଲୋ ଗାଁରେ ଏଭଳି ଅଘଟଣ ଘଟିଛି । ଗୁରୁତର ଅବସ୍ଥାରେ ମହିଳାକୁ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରାଯାଇଛି । ନିଆଁ କିପରି ଲାଗିଲା ତାହା ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking