34.1 C
Bhubaneswar
Friday, May 15, 2026
Homeଓଡିଶାଲଟେରିରେ ହେବ ବରମୁଣ୍ଡା ଦୋକାନ ବଣ୍ଟନ

ଲଟେରିରେ ହେବ ବରମୁଣ୍ଡା ଦୋକାନ ବଣ୍ଟନ

ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲରେ ହେବ ଦୋକାନ ବଣ୍ଟନ। ଏନେଇ ସୂଚନା ଦେଲେ ବିଡିଏ ଭାଇସ୍‌ ଚେୟାରମ୍ୟାନ ଡ ଏନ୍ ତିରୁମାଲା ନାଏକ। ୧୦ ଦିନ ଭିତରେ ୧୨୦ ଦୋକାନୀଙ୍କୁ ଲଟେରୀ ମାଧ୍ୟମରେ ହେବ ଆବଣ୍ଟନ। ଦୋକାନୀଙ୍କ ମଧ୍ୟରେ ଟିକେ ଅନ୍ତର୍ଦ୍ବନ୍ଦ୍ବ ଥିଲା, ଯାହା ଏବେ ଦୂର ହୋଇଛି। ପୁରୁଣା ବସ୍ ଷ୍ଟାଣ୍ଡରେ ଦୋକାନ ଦେଇଥିବା ଦୋକାନୀଙ୍କୁ ଦିଆଯିବ ଦୋକାନ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking